Diagnostic Labs
Go digital, Connect better
Deliver enhanced and interactive digital reports.
ଅଧିକ ଜାଣନ୍ତୁ
illustration
Engage directly with your customers
ଆପଣଙ୍କର ଲ୍ୟାବ୍ କୁ ଅନଲାଇନ୍ କୁ ନେଇଯାଏ
Automate delivery of digitized reports to patients
ଗ୍ରାହକମାନଙ୍କ ଠାରୁ ସିଧାସଳଖ ଅର୍ଡର ନିଅନ୍ତୁ ଏବଂ ସେମାନଙ୍କୁ ଗୋଟିଏ କ୍ଲିକ୍ ଜରିଆରେ ମେଡିକାଲ୍ ରିପୋର୍ଟର ଆକ୍ସେସ୍ ପ୍ରଦାନ କରନ୍ତୁ.
ଫୋନ୍ ଇମେଜ୍
health-id-section-bg

ଅନୁମୋଦନକାରୀ

national-health-authority
ଆପଣଙ୍କର ABHA (ସ୍ୱାସ୍ଥ୍ୟ ID) ସୃଷ୍ଟି କରନ୍ତୁ |
ଆପଣଙ୍କର ଡିଜିଟାଲ୍ ସ୍ଵାସ୍ଥ୍ୟ ଯାତ୍ରା ଆରମ୍ଭ କରନ୍ତୁ.
health-id-section-image

କୋଭିଡ୍ ବିରୋଧରେ ସଂଗ୍ରାମ!

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ଡିଜିଟାଲ୍ ଏବଂ କନେକ୍ଟେଡ୍ ହେଲ୍‌ଥକେୟାର୍ ଇକୋସିଷ୍ଟମ୍.

କୋରୋନା ଭାଇରସ୍ ସହିତ ଲଢ଼େଇ କରିବା ପାଇଁ ସଂପୂର୍ଣ୍ଣ ଭାରତ କୁ ସଂଯୁକ୍ତ କରୁଛି
ଲୋକମାନଙ୍କୁ ବୁଝାଇ ଏବଂ ମାର୍ଗ ଦର୍ଶନ କରି କୋଭିଡ୍-19 କୁ ହରାଇବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ଆରମ୍ଭ କରାଯାଇଥିବା ଏକ ପ୍ରୟାସ
13.6 M + ୟୁଜର୍
700+ ଭାରତର ସମାବେଶିତ ଜିଲ୍ଲା
25.9 M + CoWin ସାର୍ଟିଫିକେଟ୍ ଡାଉନଲୋଡ୍
83 K + ଭାକ୍ସିନେସନ୍ ସ୍ଲଟ୍ ବୁକ୍ ହୋଇଗଲା
କଷ୍ଟମର୍ ଏନ୍‌ଗେଜ୍‌ମେଣ୍ଟ
Evaluate customer satisfaction levels through NPS
ଏକ ବିଶ୍ଵସନୀୟ ଡାଇଗ୍ନୋଷ୍ଟିକ୍ ବ୍ରାଣ୍ଡ ନିର୍ମାଣ କରିବା ପାଇଁ ନିୟମିତ ଭାବରେ ନେଟ୍ ପ୍ରୋମୋଟର ସ୍କୋର୍ (NPS) ଯାଞ୍ଚ କରନ୍ତୁ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ.
ଫୋନ୍ ଇମେଜ୍
ଇଣ୍ଟେଲିଜେଣ୍ଟ ଡିଜିଟାଲ୍ ରିପୋର୍ଟ
ରିପୋର୍ଟ କୁ ଦିଅନ୍ତୁ ଏକ ଉନ୍ନତ, ଇଣ୍ଟରାକ୍ଟିଭ୍ ଫର୍ମାଟ୍‍
ଶୀଘ୍ର ଏବଂ ଉତ୍ତମ ମେଡିକାଲ୍ ନିର୍ଣ୍ଣୟ ପାଇଁ ଆପଣଙ୍କ ଲାବୋରେଟୋରୀ ରିପୋର୍ଟ ଗୁଡ଼ିକୁ ସହଜରେ ପଢ଼ିବାଯୋଗ୍ୟ କରନ୍ତୁ.
ଫୋନ୍ ଇମେଜ୍
ସମସ୍ତ ସ୍ୱାସ୍ଥ୍ୟ ସୂଚନାଗୁଡ଼ିକର ସୁରକ୍ଷିତ ସଂରକ୍ଷଣ
କ୍ଲାଉଡ୍ ଷ୍ଟୋରେଜ୍ କରନ୍ତୁ ସମସ୍ତ ରେଡିଓଲୋଜି ଏବଂ ପ୍ୟାଥୋଲୋଜି ରିପୋର୍ଟ
ଆପଣଙ୍କର ଲ୍ୟାବ୍ ରିପୋର୍ଟ ଗୁଡ଼ିକୁ ଯେ କୌଣସି ସ୍ଥାନରୁ ଆକ୍ସେସ୍ କରିପାରିବାର ସୁବିଧା ପ୍ରଦାନ କରିଥାଏ.
ଫୋନ୍ ଇମେଜ୍
ସିଧାସଳଖ ଭାବରେ ଯୋଡ଼ି ହୁଅନ୍ତୁ
Take orders directly from patients & doctors
ଯେଉଁ କଷ୍ଟମରମାନଙ୍କର ପୁରୁଣା ରୋଗ ରହିଛି ସେମାନଙ୍କୁ ନି୍ୟମିତ ଭାବରେ ନିଜ ସ୍ଵାସ୍ଥ୍ୟର ନୀରିକ୍ଷଣ କରିବା ପାଇଁ ରୁଟିନ୍ ଚେକ୍‌ଅପ୍ ଟେଷ୍ଟ ସିଧାସଳଖ ଭାବରେ ଶିଡ୍ୟୁଲ୍ କରିବାର ସୁବିଧା ପ୍ରଦାନ ଦିଅନ୍ତୁ.
ଫୋନ୍ ଇମେଜ୍
eka.care ପ୍ରଡକ୍ଟଗୁଡ଼ିକ ଆପଣଙ୍କର ପ୍ରାକ୍ଟିସ୍ କୁ ପରବର୍ତ୍ତୀ ସ୍ତରକୁ କିପରି ନେଇଯାଇ ପାରିବ ତାହା ଜାଣିବାକୁ ଚାହୁଁଛନ୍ତି କି?

ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ସହିତ ସାମିଲ୍ ହେବା

ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଗମ ଏବଂ ନିରପେକ୍ଷ କରିବା ଉଦ୍ଦେଶ୍ୟରେ 27 ସେପ୍ଟେମ୍ବର 2021 ରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ଆରମ୍ଭ କରାଯାଇଛି. ଏହି ମିଶନ୍ ସୂଚନା ପ୍ରଦ୍ୟୋଗିକୀ ଏବଂ ଏହା ସହ ସମ୍ବନ୍ଧିତ ଥିବା ପ୍ରଯୁକ୍ତି ବିଜ୍ଞାନର ଉପଯୋଗ କରି 'ନାଗରିକ-କେନ୍ଦ୍ରିତ' ଦୃଷ୍ଟିକୋଣ ସହିତ ବର୍ତ୍ତମାନର ସ୍ୱାସ୍ଥ୍ୟ ପ୍ରଣାଳୀକୁ ସହାୟତା ପ୍ରଦାନ କରିବ.

ଦକ୍ଷ ଏବଂ ସୁଗମ

ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ବନ୍ଧିତ ରେକର୍ଡ ପ୍ରଣାଳୀ ଯାହା ଜରିଆରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସୂଚୀତ ସହମତି ଆଧାରରେ ଆବଶ୍ୟକୀୟ ତଥ୍ୟକୁ ସେହି ବ୍ୟକ୍ତି ଏବଂ ହେଲ୍‌ଥକେୟାର୍ ପ୍ରଫେସନାଲ୍ ଏବଂ ସର୍ଭିସ୍ ପ୍ରୋଭାଇଡରଙ୍କ ପାଇଁ ସହଜରେ ଉପଲବ୍ଧ କରାଯାଇପାରିବ.

ପାରଦର୍ଶୀ ଏବଂ ଉତ୍ତରଦାୟୀ

ସମ୍ମତି ଆଧାରିତ KPI ଜରିଆରେ ସମସ୍ତ ସ୍ଵାସ୍ଥ୍ୟସେବା ଅନୁଷ୍ଠାନ ଏବଂ ପେଶାଦାରମାନେ ବାସ୍ତବିକ ସମୟରେ ସ୍ଵାସ୍ଥ୍ୟ ନିରୀକ୍ଷଣ କରିପାରିବେ ଏବଂ ସମସ୍ତ ସ୍ଵାସ୍ଥ୍ୟ ବିଭାଗ ସହିତ ତାଳମେଳ ରକ୍ଷାକରି ସେବା ପ୍ରଦାନ କରିପାରିବେ.

ସୁରକ୍ଷିତ ଓ ନିରାପଦ

ଦୃଢ଼ ସୁରକ୍ଷା ବ୍ୟବସ୍ଥା ଏବଂ ଏନକ୍ରିପସନ୍ ମେକାନିଜିମ୍ ଜରିଆରେ ତିଆରି ହୋଇଛି ଏବଂ ଆପଣଙ୍କ ସହମତି ବିନା କୌଣସି ସୂଚନା ଶେୟାର୍ କରାଯାଏ ନାହିଁ.

Built for the Indian Healthcare ecosystem
କନେକ୍ଟେଡ୍ କେୟାର୍
ତୁମର ସ୍ୱାସ୍ଥ୍ୟର ଦାୟିତ୍। ନିଅ |
କପିରାଇଟ୍ © 2024 eka.care
twitter
linkedin
facebook
instagram
koo